ଆଜିଠାରୁ ଅନୁଷ୍ଠିତ ହେବାକୁ ଯାଉଛି ଭାରତର ସବୁଠୁ ବଡ଼ ଡ୍ରୋନ୍ ଫେଷ୍ଟିଭାଲ। ଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ହେଉଥିବା ଏହି ଫେଷ୍ଟିଭାଲକୁ ଆଜି ଦିନ ୧୦ଟାରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
#DroneFestival #Pragatifield #festival #PM #PMmodi #Pmnarendramodi #Argusnews #national