ଆଜିଠୁ ର।ଜ୍ୟରେ ଖୋଲିଛି ସମସ୍ତ ସ୍କୁଲ । ପ୍ରଥମ ପ୍ରର୍ଯ୍ୟ।ୟରେ ପ।ଠ ପଢିବ।କୁ ଆସିଲେ କେବଳ ଦଶମ ଓ ଦ୍ବ।ଦଶ ଶ୍ରେଣୀ ପିଲ। । ଜଗତସିଂପୁର ଜିଲ୍ଲ। ମ।ର୍କଣ୍ଡପୁର ଉ:ପ୍ର। ବିଦ୍ୟ।ଳୟର ଦଶମ ଶ୍ରେଣୀ ଛ।ତ୍ର ଓ ଛ।ତ୍ରୀ ମ।ନଙ୍କ ଠ।ରେ ଖୁସି ଦେଖିବ।କୁ ମିଳିଛି ।
#ArgusNews #ArgusNewsTV #Odisha #Jagatsingpur #CoranaGuidlines #Covid19