ପୁଣି ଫେରିଲା ପଶ୍ଚିମା ଝଡ଼ । ଆଜିଠୁ ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ବଙ୍ଗୋପସାଗର ମଧ୍ୟରୁ ମାତ୍ରାଧିକ ଉଷ୍ମ ଜଳୀୟ ବାଷ୍ପ ସ୍ଥଳଭାଗକୁ ପ୍ରବେଶ କରୁଥିବାରୁ ଆଜି ଓ କାଲି ଓଡ଼ିଶାରେ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ।
#WeatherNews #rainfall #WeatherUpdate #Odisha #ArgusNews