ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ମନ୍ତ୍ରଣାଳୟର ଦାୟିତ୍ବ ନେବାପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ । ପ୍ରଥମ ଦିନରେ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ପରିଦର୍ଶନ
#ArgusNews #Odisha Dharmendra Pradhan #OdishaVisit