ଆଜି କାର୍ଗିଲ ବିଜୟ ଦିବସ। ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ରୂପେ ପାଳନ କରୁଛି ଦେଶ। ୧୯୯୯ ମସିହାରେ ପାକିସ୍ତାନୀ ସେନା କାଶ୍ମୀରର କାର୍ଗିଲ ଅଞ୍ଚଳରେ ଅନୁପ୍ରବେଶ କରିଥିଲା। ପାକିସ୍ତାନ ସେନାକୁ ଭାରତୀୟ ମାଟିରୁ ବିତାଡିତ କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ ବିଜୟ।
#ArgusNews #Odisha #ArgusNewsTv #kargilbijaydivas