ଆଜି କ୍ରାଇମର ପୂରା କାହାଣୀ କହିବେ ଅଭିଯୁକ୍ତ । ଶର୍ମିଷ୍ଠା ଦେଖାଇବେ ଡେମୋ । ଆଜି ହେବ କ୍ରାଇମ ସିନ ରିକ୍ରିଏସନ । କ୍ରାଇମବ୍ରାଞ୍ଚ୍ ମୁଖ୍ୟାଳୟରୁ କ୍ରାଇମ ସ୍ପଟ୍ ଅଭିମୁଖେ ବାହାରିଲେ ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତ ।
#chandbali #crimescenerecreation #Demo #crimebranch #ManasSwainmurdercase #SarmisthaRout #ArgusNews