ଆଜି ଜାତୀୟ କ୍ରୀଡା ଦିବସ। ହକିର ଯାଦୁଗର ମେଜର ଧ୍ୟାନଚାନଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜିର ଦିନକୁ ପ୍ରତିବର୍ଷ କ୍ରୀଡା ଦିବସ ଭାବରେ ପାଳନ କରାଯାଏ। ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଅଲମ୍ପିକ୍ସ ରେ ଯେଉଁ ଭଳି ଭାବରେ ପ୍ରଦର୍ଶନ କରିଛି ତାହା ଆଗାମୀ ଦିନରେ ଭାରତରେ ହକିର ଲୋକପ୍ରିୟତା ବଢାଇବ ଏବଂ ଯୁବ ଖେଳାଳୀ ମାନଙ୍କୁ ପ୍ରୋତ୍ସାହିତ କରିବ: ଦିଲ୍ଲୀପ ତ୍ରିକୀ, ପୂର୍ବତନ ଭାରତୀୟ ହକି ଅଧିନାୟକ
#ArgusNews #Odisha #NationalSportsDay #DillipTirkey #Hockey #KalingaStadium