ଆସନ ସଂରକ୍ଷଣ ବ୍ୟବସ୍ଥାରେ ଆଦିବାସୀଙ୍କୁ ଉପେକ୍ଷା ଅଭିଯୋଗ । ଆଜି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ କଳାହାଣ୍ଡି ବନ୍ଦ ଡକରା । ସକାଳ ୭ରୁ ୨ଟା ପର୍ଯ୍ୟନ୍ତ କଳାହାଣ୍ଡି ବନ୍ଦ ପାଳନ । ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଛି ।
#Kalahandi #Closedown #tribals #conservation #Protest #ArgusNews