ଆଜି ପବିତ୍ର ଅଁଳା ନବମୀ ତିଥୀ ହେଉଛି ଓଡ଼ିଶାର ବର ପୁତ୍ର ଜୟୀ ରାଜଗୁରୁ ଜନ୍ମତିଥୀ । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ବରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
#Odisha #ArgusNews #freedomfighter #PaikaBidroha #jayirajaguru #BirthAnniversary