#ଆଜି_ପବିତ୍ର_ଭଉଁରୀ_ଯାତ୍ରା
#ଚଳଚଞ୍ଚଳ_ଶ୍ରୀକ୍ଷେତ୍ର
ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପର୍ଣ ହୋଇଛି ତିନି ରଥର ଚକ ଅଖ ଡେରା ନୀତି | ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକ ମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥ ଖଳାକୁ ବିଜେ କରାଇବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଥିଲା |
#Bhaunrijatra #Shreekshyatra #Ratha #Shreemandira #mahaprabhu #ChakaAkhaDeraniti #Puri #Argusnews #Odisha