ଆଜି ପୂଜାମଣ୍ଡପରେ ମହାଷ୍ଟମୀ !
ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ମା ମହାମାୟୀଙ୍କ ମହାନବମୀ ପୂଜା। ଆଜି ମହାଷ୍ଟମୀ ପୂଜାରେ ମାଙ୍କ ଆରତୀ ସହିତ ଚଣ୍ଡୀହୋମ ଏବଂ ସଂଧ୍ୟାରେ ସନ୍ଧି ପୂଜା ହେବ ବୋଲି ଜଣାପଡିଛି । କୋରୋନା କଟକଣା ଯୋଗୁ ରାଜଧାନୀର ଭୁବନେଶ୍ବର ସମେତ ତାରକସିର ସହର କଟକର ବିଭିନ୍ନ ପୂଜା ମଣ୍ଡପ ବିନା ଭକ୍ତରେ ଖାଁ ଖାଁ ଲାଗୁଛି
#Bhubaneswar #Cuttack #DurgaPuja #Mahastami #CoronaGuideline #Odisha #ArgusNews