ଆଜି ବରଗଡ଼ ଜିଲ୍ଲା ଅତାବିରା ୬ ଘଣ୍ଟିଆ ବନ୍ଦ । ବନ୍ଦକୁ ସମର୍ଥନ କଲା ବଣିକ ସଂଘ । ବନ୍ଦରୁ ଜରୁରୀକାଳୀନ ସେବା ବାଦ୍ । ଦୋକାନ ବଜାର ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ । ଦୁର୍ଗା ମନ୍ଦିର ଚୋରି ଘଟଣାକୁ ନେଇ ବନ୍ଦ ପାଳନ ।
#Bargarh #Atabira #shutdown #protest #policeinaction #Odisha #ArgusNews