ଆଜି ବି ଆରମ୍ଭରୁ ବିଧାନସଭା ଅଚଳ । ଗୃହ ମଧ୍ୟଭାଗକୁ ଆସି ଘଣ୍ଟ ବାଡେଇଲେ ବିଜେପି ଓ କଂଗ୍ରେସ । ମମିତା ହତ୍ୟା ପ୍ରସଙ୍ଗରେ ପ୍ଲାକାର୍ଡ ଦେଖାଇ ବିରୋଧୀ ପ୍ରତିବାଦ କରିଛନ୍ତି । ବିଜେପି କର୍ମୀଙ୍କୁ ପୋଲିସ ମାଡ଼ ମାରିଥିବାର ପ୍ଲାକାର୍ଡ ଦେଖାଇଲେ ବିଜେପି ସଦସ୍ୟ ।
#assembly #MamitaMurderCase #legislative #Protest #Odisha #ArgusNews