ଆଜି ବି ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ । ଆରମ୍ଭରୁ କଂଗ୍ରେସ ଉଠାଇଲା ରାଜ୍ୟର ଷ୍ଟାଫ୍ ସିଲେକ୍ସନରେ ଦୁର୍ନୀତି ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟଗୋଳ କରିଥିଲେ । ଗୃହକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
#Assembly #Congress #OSSC #MonsoonSession #Odisha #ArgusNews