ଆଜି ଭାରତୀୟ ଜନତା ପାର୍ଟି ର ବାଲେଶ୍ୱର ବନ୍ଦ ଡାକରା । ଜଳେଶ୍ୱର ରେ ବିଜେପି ପକ୍ଷରୁ ବନ୍ଦ ଡାକରା ମମିତା ମେହେରଙ୍କୁ ନ୍ୟାୟ ଓ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି ବିଜେପି ପକ୍ଷରୁ ଜଳେଶ୍ୱର ବଡବଜାର,ନୂଆ ବଜାର ,ଷ୍ଟେସନ ବଜାର ରାସ୍ତା ରୋକ କରାଯାଇଛି
#Balasore #BJP #Strike #MamitaMeher #JusticeForMamita #GovindaSahu #MahalingCollege #Odisha #ArgusNews