ମଣ୍ଡି ସମସ୍ୟା ପରେ ଏବେ ବିଧାନସଭାରେ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ମରୁଡ଼ି ସ୍ଥିତି । ପ୍ରଥମ ଦିନ ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଥିଲେ ବିରୋଧୀ ଓ ଶାସକ ଦଳ । ଆଜି ମଧ୍ୟ ବିଧାନସଭାରେ ଉଠିପାରେ ମରୁଡି ପ୍ରସଙ୍ଗ
#Assembly #MandiIssue #OdishaGovt #Drought #farmerproblem #Odisha #ArgusNews