#ଆଜି_ମହାମାୟାଙ୍କ_ମହାନବମୀ_ପୂଜା
ମଣ୍ଡପରେ ସୂର୍ଯ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବାର ପରମ୍ପରା ରହିଛି । ମା'ଙ୍କୁ ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ । ମହାନବମୀ ପାଇଁ ମଣ୍ଡପରେ ଭକ୍ତିମୟ ପରିବେଶ ।
#cuttack #durgapuja #MahaNabami #Nibedita #Biswajit #odisha #ArgusNews