‘‘ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନ ଥାଉ ତାର ନାଁ ଟି’’
ଆଜି ଯୁଗସ୍ରଷ୍ଟା ମହାନ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଜୟନ୍ତୀ । ଆଧୁନିକ ଓଡ଼ିଆ ସାହିତ୍ୟର ନବଦିଗନ୍ତର ବରେଣ୍ୟ କବି । କାଳଜୟୀ ସୃଷ୍ଟି ଯୋଗୁଁ କୋଟି କୋଟି ଓଡ଼ିଆଙ୍କ ମନରେ ଅମର । ମାଟିର ମହାକବିଙ୍କୁ ଓଡ଼ିଶା ଜଣାଉଛି ଶ୍ରଦ୍ଧାଞ୍ଜଳି ।
#SachidanandaRoutray #Indianpoet #Oriyaliterature #tribute #ChotaMoraGaanTi #OdishaNews #ArgusNews