ଆଜି ହେଉଛି ସାବିତ୍ରୀ ଅମାବାସ୍ୟା ସହ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଗୁରୁବାର ଦିନ ଶନି ଜୟନ୍ତୀ ମଧ୍ୟ ପଡୁଛି । ସୂର୍ଯ୍ୟ ପରାଗ ଯୋଗୁଁ ସୂର୍ଯ୍ୟ ଓ ଶନି ଗ୍ରହର ବିଶେଷ ଯୋଗ ସୃଷ୍ଟି ହେଉଛି । ଭାରତରେ ଏହି ପରାଗର ପ୍ରଭାବ ଆଂଶିକ ଭାବେ ପଡିବ ।
#ArgusNews #Odisha #SolarEclipse #sabitrifestival