#ଆଜି_ହେଉଛି_ଜୁଲାଇ_୨୬_ତାରିଖ_କାର୍ଗିଲ_ବିଜୟ_ଦିବସ ।
୧୯୯୯ ମସିହାରେ ପାକ୍ତିସ୍ତାନ ସେନା କାଶ୍ମୀର କାର୍ଗିଲ କୁ ପ୍ରବେଶ କରିଥିଲେ । ସେହି ସମୟରେ ପାକିସ୍ତାନି ସେନା ସହ ଲଢେଇ କରି ଭାରତ ସୀମାରୁ ବିତାଡିଡ କରିଥିଲେ। ତେଵେ ଆଜିକୁ ୨୨ ବର୍ଷ ହେବ ଭାରତ କାର୍ଗିଲ ଦିବସ ପାଳନ କରୁଛି । ଏନେଇ ପୁର୍ବତନ ସେନା ମେଡାଲ (ବୀରତା) କର୍ଣ୍ଣଲ୍ ପ୍ରଭାତ କୁମାର ପଣ୍ତାଙ୍କ ପ୍ରତିକିୟା...
#ArgusNews #Odisha #ArgusNewsTV #SahidKargilDivas