ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଥିବା ବେଳେ ପ୍ରତି ଓଡ଼ିଆଙ୍କ ଘରେ ମକର ଚାଉଳ ଭୋଗ ଲାଗି କରାଯାଏ । ରାୟଗଡା ଜିଲ୍ଲା ଗୁଣୁପୁର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି ।
#makarsankranti #Rayagada #makarchawal #OdiaFestival #Odisha #ArgusNews