ଆଜି ହେଉଛି ପହିଲି ରଜ । ସାରା ରାଜ୍ୟରେ ଧୁମଧାମରେ ପହିଲି ରଜକୁ ପାଳନ କରାଯାଏ । ବିଶେଷ କରି କେନ୍ଦୁଝର ଜିଲ୍ଲାରେ ଏହାକୁ ମହା ଆଡ଼ମ୍ବରରେ ପାଳନ କରାଯାଇଥାଏ ।
#ArgusNews #ArgusNewsTV #Odisha #Keonjhar #Raja_Parba