ଆଜି ହେଉଛି ମା ଦୂର୍ଗାଙ୍କ ଷଷ୍ଠୀ ପୂଜା । ଆନନ୍ଦପୁର ଉପଖଣ୍ଡ ଘସିପୁରାର ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ କରୋନା କଟକଣା ପାଇଁ ଆଜି ପୂଜାକୁ ନେଇ ଉତ୍ସାହ ନାହିଁ । ଗତ ବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ କେବଳ ବିଧିରକ୍ଷା ପାଇଁ ପୂଜା ହେଉଛି ।
#sashtipuja #DurgaPuja #Dussehra #devotees #covidGuidelines #Ghasipura #Odisha #ArgusNews