ଆଠଗଡରେ କମୁନି କୋରୋନା ସଂକ୍ରମଣ
ଦେଶ ରେ କରୋନା ଗ୍ରାଫ ଖସୁଥିବା ବେଳେ ଆଠଗଡ ରେ ତାହା ଦେଖିବାକୁ ମିଳୁନାହିଁ, ତାହା ଫଳରେ ଗ୍ରାମାଞ୍ଚଳ ଗୁଡିକରେ ସଂକ୍ରମଣ ବୃଦ୍ଧି ପାଉଛି, ଏହାକୁ ଦୃଷ୍ଟିରେ ରଖି ଆଠଗଡ ବ୍ଲକ ର ବ୍ରହ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଗ୍ରାମାଞ୍ଚଳ ଗୁଡିକରେ ସ୍ଵାସ୍ଥ୍ୟ କର୍ମି,ଆଶା, ଅଙ୍ଗନବାଡି କର୍ମି ମାନେ ଘରକୁ ଘର ବୁଲି ସଚେତନତା କରୁଛନ୍ତି
#ArgusNews #Odisha #Cuttack #Athagarh #Coronaawareness