ବାରମ୍ବାର ବିଦ୍ୟୁତ କାଟ , ଲୋ ଭୋଲଟେଜ ଓ କୋଭିଡ ସମୟରେ ବିଦୂତୁ ଦରବୃଦ୍ଧି କୁ ନେଇ ଆଠମଲ୍ଲିକ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟପାଳଙ୍କୁ କନିଷ୍ଠ ଯନ୍ତ୍ରୀଙ୍କ ମାଧ୍ୟମରେ ଦାବି ପତ୍ର ପ୍ରଦାନ କରାଯାଇଛି
#ArgusNews #Odisha #ArgusNewsTV #Angul #Athmallick #Electricity #BJP #Protest #PriceHike