#ଆଣ୍ଠିଏ_ପାଣି_ଭିତରେ_ହେବାକୁ_ପଡୁଛି_ରାସ୍ତା_ପାରି !
ବଲାଙ୍ଗୀର କତରଲଗା-ଧୂମାଭଟା ରାସ୍ତାରେ ଫେଲ ମାରିଛି ବିଜୁ ସେତୁ ଯୋଜନା। ସରକାର ବିକାଶ କରୁଥିବା କଥା କହୁଛନ୍ତି କିନ୍ତୁ ଏବେ ବି ସରକାରଙ୍କ ବିକାଶ ପହଞ୍ଚି ପାରିନି ବଲାଙ୍ଗୀର ଏହି ଅଞ୍ଚଳରେ। ବ୍ରିଜ ନଥିବାରୁ ନଦୀ ମଧ୍ୟଦେଇ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ । ଦେଖିବା ଏଇ ରିପୋର୍ଟ
#ArgusNews #Odisha #ArgusNewsTV #Bolangir #Bridge #Biju_Setu_Yojana