#କାଦୁଅ_ପଚପଚ_ରାସ୍ତା
ପକ୍କାରାସ୍ତା ନିର୍ମାଣ ହେଲାନି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତର ଝରିଆନାଲ ଗାଁରେ ଆଣ୍ଠୁଏ କାଦୁଅ । ନିଜର ନିତିଦିନିଆ କାମ ପାଇଁ କାଦୁଅ ରାସ୍ତା ସହ ନଦୀ ପାର ହୋଇ ଯାଆସ କରୁଛନ୍ତି ଲୋକେ ।
#nabarangpur #RoadProblem #dailywork #pepole #Odisha #ArgusNews