ସରପଞ୍ଚଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ । ଗ୍ରାମବାସୀଙ୍କ ଅଭିଯୋଗ, ୫ ବର୍ଷ ସରିଲା, ହେଲେ ରାସ୍ତା କାମ ସାରିଲେନି ସରପଞ୍ଚ । ୪ ଦଶନ୍ଧି ଚାଲିଗଲା କିନ୍ତୁ ରାସ୍ତା କାମ ସରିଲାନି । ଆଣ୍ଠୁଏ ବହଳର କାଦୁଅରେ ଯାଆସ କରୁଛନ୍ତି ଲୋକ ।
#RoadProblem #Odisha #ArgusNews #Mayurbhanj #Ratanpur #road #MudRoad