ଆତ୍ମହତ୍ୟା କରିବା ପାଇଁ ଟ୍ରାକ୍ ଉପରେ ଶୋଇଗଲେ ଯୁବକ ।
ଦ୍ରୁତ ଗତିରେ ମାଡି ଆସୁଥିଲା ଟ୍ରେନ୍ । ମାତ୍ର କପାଳରେ ଲେଖା ନଥିଲା ମୃତ୍ୟୁ । ଏ ଦୃଶ୍ୟ ମୁମ୍ବାଇର । କିଛି ମିଟର୍ ଦୂରରୁ ଟ୍ରାକ୍ ରେ ଯୁବକ ଶୋଇଥିବା ଦେଖି ଟ୍ରେନ୍ ରେ ଥିବା ମୋଟରମ୍ୟାନ୍ ଜଣକ ଏମର୍ଜେନ୍ସି ବ୍ରେକ୍ ଲଗାଇଦେଇଥିଲେ । ମୋଟର ମ୍ୟାନଙ୍କ ଏପରି ଉପସ୍ଥିତ ବୁଦ୍ଧିକୁ ଟ୍ବିଟ୍ ଯୋଗେ ପ୍ରଶଂସା କରିଛି ଭାରତୀୟ ରେଲଓ୍ବେ ବିଭାଗ । ଏହାର ଏକ ଭିଡିଓ ଭାରତୀୟ ରେଳବାଇର ଟୁଇଟର୍ ହ୍ୟାଣ୍ଡେଲରେ ସେୟାର୍ କରାଯାଇଛି
#Mumbai #railwaytrack #youth #Viralvedio #ArgusNews