#ଆତ୍ମୀୟଙ୍କୁ_ହରାଇ_ଦୁଃଖରେ_ଭାଙ୍ଗପଡ଼ିଛନ୍ତି_ଲୋକେ
#ତଥାପି_ନିଜକୁ_ସୁସ୍ଥ_ରଖିବା_ପାଇଁ_ଆମେ_ଖୁସି_ରହିବା_ନିହାତି_ଦରକାର
ହସିବା ନିହାତି ଦରକାର । କାରଣ ନିଜେ ଖୁସି ରହିଲେ ହିଁ ତ ଆଉ କାହାକୁ ଖୁସି ବାଣ୍ଟିବା କଥା ଚିନ୍ତା କରିପାରିବେ ଆପଣ । ଆଧୁନିକ ମଣିଷ ରୋଜଗାର ବଢିଛି କିନ୍ତୁ ଖୁସି କମିଛି ।
#smile #hope #covid #Odisha #ArgusNews