ଉପାନ୍ତକୁ ଅଣଦେଖା । ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଥିଲା । ମାତ୍ର ୭ବର୍ଷ ହେବ ସରୁନି ହଷ୍ଟେଲ ନିର୍ମାଣ । ଫଳରେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ରହିବା ପାଇଁ ସମସ୍ୟାରେ ପଡୁଛନ୍ତି
#Mayurbhanja #Badasahi #modelschool #hostelbuilding #ArgusNews