ଶିକ୍ଷାର ଭିର୍ତ୍ତିଭୁମିକୁ ସୁଦୃଢ କରିବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି, ସେଥିଲାଗି ସ୍ୱତନ୍ତ୍ର ବିଦ୍ୟାଳୟ ମଧ୍ୟ ନିର୍ମାଣ କରୁଛନ୍ତି । ଅବ୍ୟବସ୍ଥା ଭିତରେ ଚାଲୁଛି ଆଦର୍ଶ ବିଦ୍ୟାଳୟ । ବିଦ୍ୟାଳୟରେ ନା ଅଛି ଗମନାଗମନ ପାଇଁ ରାସ୍ତା, ନା ଅଛି ବିଦ୍ୟୁତ ସେବା ,ଏପରିକି ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ। ଦିନଦିପହରେ ଖୁଲମଖୁଲା ଚାଲିଛି ମଦର ଆସର ।
#ArgusNews #Odisha #adarshavidyalaya #education #govtodisha