#ଆଦିବାସୀ_ଇଲାକାରୁ_ରାଜ୍ୟ_ସରକାରଙ୍କୁ_ପ୍ରଶ୍ନ !
ପିଲାଙ୍କ ଜୀବନ ସହିତ କାହିଁକି ଏ ଖେଳ। କେବେ ପୂରଣ ହେବ ଖାଲି ପଡିଥିବା ଶିଶୁ ବିଶେଷଜ୍ଞ ପଦ। କରୋନା ସମୟରେ ପିଲାଙ୍କ ସ୍ବାସ୍ଥ୍ୟସେବାର ଅସୁସ୍ଥ ଚିତ୍ର
#ArgusNews #Odisha #NewsChannel #ArgusNewsTV #Tribala_Area #Child_Care #Doctor_Problem