#ଆଦିବାସୀଙ୍କୁ_ରାଜ୍ୟ_ସରକାରଙ୍କ_ଧୋକ୍କା !
ଚୁଲିକୁ ଗଲାଣୀ ବାଇକ ଆମ୍ବୁଲାନ୍ସ ସେବା । କାଗଜକଲମରେ ଚାଲିଛି କେବଳ ସେବା । ଅଭିଭକ୍ତ କୋରାପୁଟ ବାସୀଙ୍କ ସହ ବଡ ଧୋକ୍କା । ଆଉ ଏହାସତ୍ତ୍ବେ ମଧ୍ୟ ସରକାରଙ୍କର ଭାଙ୍ଗୁନି କୁମ୍ଭକର୍ଣ୍ଣ ନିଦ । ଏବେ ବି ଖଟିଆରେ ବୁହା ହେଉଛନ୍ତି ରୋଗୀ । ଅଭିଭକ୍ତ କୋରାପୁଟ ଜିଲ୍ଲାରୁ ଦେଖିବା ଆମର ବିଶେଷ ରିପୋର୍ଟ
#BikeAmbulance #Koraput #Noservice #OdishaGovt #Patient #Ambulance #Odisha #ArgusNews