ଆଦିବାସୀଙ୍କୁ ପ୍ରତାରଣା , କୋଭିଡ ସହାୟତା ନାଁରେ ମହାଘୋଟାଲା ,
ଆଦିବାସୀ ଉନ୍ନୟନ ସଂସ୍ଥା ଓ ପିଲିପି ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ରାୟଗଡା ଜିଲ୍ଲା ଚାଟିକଣାରେ ଥିବା ଡଙ୍ଗରିଆ କନ୍ଦ ଉନ୍ନୟନ ସଂସ୍ଥା (ଡିକେଡି) ନାଁରେ ସାଙ୍ଘାତିକ ଅଭିଯୋଗ । ନିୟମଗିରି ଡଙ୍ଗରିଆ ଜନଜାତିଙ୍କ ବିକାଶ ପାଇଁ କାମ କରୁଥିବା ଏହି ସଂସ୍ଥା ରାଜ୍ୟବାସୀଙ୍କୁ ଭୁଲ୍ ତଥ୍ୟଦେଇ ଭ୍ରମିତ କରୁଥିବା ଅଭିଯୋଗ।
#aborigines #tribal #DKD #Rayagada #Chatikana #Niyamgiri #Dangriatribe #covid #Odisha #ArgusNews