ଆଦିବାସୀଙ୍କୁ ରୋଜଗାର ଦେଉଛି ମହୁଲ ଫୁଲ । ଧାର୍ଯ୍ୟ ହେଉନି ବଜାର ଦର, ଲୁଟୁଛନ୍ତି ଦଲାଲ । ଶୋଷଣର ଶିକାର ହେଉଛନ୍ତି ମହୁଲ ଫୁଲ ସଂଗ୍ରହ କରୁଥିବା ଆଦିବାସୀ । ମୟୂରଭଞ୍ଜ ମୋରଡାରେ ଅଧିକାଂଶ ଆଦିବାସୀଙ୍କ ଅର୍ଥନୀତି ସହ ମହୁଲ ଫୁଲ ଜଡ଼ିତ ହୋଇଯାଇଛି ।
#Mahula #MahuaFlower #livelihood #tribals #struggling #ArgusNews