#ଆଦିବାସୀ_ଇଲାକାରେ_ପଣସର_ଚାହିଦା
ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଜଙ୍ଗଲୀ ପଣସ ବିକ୍ରି କରି ପେଟ ପୋଷୁଛନ୍ତି ଆଦିବାସୀ ପରିବାର । କିନ୍ତୁ ପଣସର ମିଳୁନି ଉଚିତ୍ ମୂଲ୍ୟ । 5-10 ଟଙ୍କାରେ ବିକ୍ରି ହେଉଛି ପଣସ।
#ArgusNews #Odisha #Angul #Pallahara #jackfruit