କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଆଦିବାସୀ ଗାଁ । ମକର ପାଇଁ ପୁରା ଗାଁ ଏବେ ଚଳଚଞ୍ଚଳ ।କିଏ ଘରଦ୍ବାର ଲିପା ପୋଛା କରୁଛି ତ ଅନ୍ୟ କିଏ ବିଭିନ୍ନ ରଙ୍ଗ ଦେଇ ଘରକୁ ଆକର୍ଷଣୀୟ ଢଙ୍ଗରେ ସଜାଇବାରେ ବ୍ୟସ୍ତ । ବର୍ଷକରେ ଥରେ ମକର ପର୍ବ ପାଇଁ ଲୋକଙ୍କର ଏହି ସାଜସଜ୍ଜା ।
#Ghasipura #tribal #Kendujhar #Makar #Feast #tradition #Odisha #ArgusNews