#ଆଦିବାସୀ_ଅଂଚଳରେ_ବିକାଶର_ବିବର୍ଣ୍ଣ_ଚିତ୍ର
ନାଁ ଅଛି ରାସ୍ତା, ନା ପାନୀୟ ଜଳ । ନିମ୍ନତମ ସୁବିଧା ଭାବେ ଗାଁକୁ ଯିବାକୁ ରାସ୍ତାଟିଏ ବି ନାହିଁ । କଳାହାଣ୍ଡି ଥୁଆମୁଳ ରାମପୁରରୁ ବ୍ଲକର ଡାଣ୍ଡପଦର ଗାଁ । ଗାଁରେ ରହୁଥିବା ମୋଟ୍ 60 ପରିବାର ଆଦିବାସୀ ଓ ଦଳିତ ସଂପ୍ରଦାୟର । ଗାଁରେ କେବଳ 2 ଟଙ୍କିଆ ଚାଉଳକୁ ଛାଡି ଦେଲେ ଆଉ କିଛି ବି ଦେଖିବା କଷ୍ଟକର ।
#Kalahandi #RoadProblem #WaterProblem #RationCard #Odisha #ArgusNews