ଆଦିବାସୀ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ । ଶନିବାର ଦିନ ଘସିପୁରା ଥାନା ଅଞ୍ଚଳରେ ଜଣେ ନାବାଳିକା ସ୍ଥାନୀୟ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟକୁ ଆସୁଥିଲେ । ଏହି ସମୟରେ ରଘୁନାଥପୁର ଗ୍ରାମର ବାପୁରାମ ବେସ୍ରା ନାବାଳିକାଙ୍କୁ ଅପହରଣ କରି ନେଇଥିଲେ ।
#Kendujhar #Allegations #police #KushaleshwarRegional #College #Odisha #ArgusNews