ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତିହିଞ୍ଜା ପଞ୍ଚାୟତ ଅଧିନରେ ରହିଛି ସିଂସାହି ଗାଁ । ଆଦିବାସୀ ବହୁଳ ଏହି ଗାଁ ରେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ପାନୀୟ ଜଳ , ଭଳି ଉତ୍କଟ ସମାସ୍ୟାରେ ଜୀବନ ବିତାଉଛନ୍ତି ସ୍ଥାନୀୟ ବାସିନ୍ଦା
#Mayurbhanj #bangiriposi #PeopleProblem #ArgusNews #Odisha