#ଆଦିବାସୀ_ଭାଷାରେ_ପ୍ରାର୍ଥୀ_କରୁଛନ୍ତି_ନିର୍ବାଚନ_ପ୍ରଚାର
ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ନିଆରା ପ୍ରଚାର । ନରଣପୁର ପଞ୍ଚାୟତର ଧୀରକୁଟ ଗାଁରେ ବିଜେପି ସମର୍ଥିତ ୱାର୍ଡ ସଭ୍ୟା ପ୍ରାର୍ଥୀନୀ ମାମି ମାଝୀ ନିଜ ତଥା ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ, ସରପଞ୍ଚ ଓ ସମିତି ସଭ୍ୟା ପାଇଁ ଆଦିବାସୀ ଭାଷାରେ ଗାଁ ଗାଁ ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।
#OdishaElection #sarapancha2022 #PanchayatElection2022 #Odisha #ArgusNews