#ଗାଁକୁ_ଘେରି_ରହିଥିବା_ନଈ_ଯାତାୟାତ_ପାଇଁ_ସାଜିଥିଲା_ବାଧକ
ଗୋଟିଏ ନଈକୁ ପାଞ୍ଚଥର ପାରି ହେବା ପରେ ବ୍ଲକ କାର୍ଯ୍ୟାଳୟକୁ ପହଂଚି ହେଉଥିଲା । ଲୋକେ ନଈରେ ସେତୁଟିଏ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ବି ପ୍ରଶାସନର ଭାଙ୍ଗିଲାନି ନିଦ । ଏଭଳି ସମୟରେ ପଂଚାୟତ ଅଧୀନରେ ଜି ଆର ଏସ ଭାବେ କାମ କରୁଥିବା ଜଣେ ଆଦିବାସୀ ଯୁବକ ନିଜ ହାତରୁ ଦେଢ଼ ଲକ୍ଷ ଓ ସମ୍ପର୍କୀୟମାନଙ୍କ ଠାରୁ ଦେଢ଼ ଲକ୍ଷ ମୋଟ ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରି ନଈରେ ନିର୍ମାଣ କରିଛନ୍ତି ଅସ୍ଥାୟୀ ଏକ ସେତୁ ।
#crossingriver #bridge #woodenpole #Temporary #worktogether #Villagers #Indigenousyouth #Rayagada #GoodNews #ArgusNews