#ଅସ୍ତବ୍ୟସ୍ତ_ହେଉଛି_କୁମ୍ଭାର_ପରିବାରଙ୍କ_ଜୀବନ_ଜୀବିକା
କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରଣସପୁର ପଂଚାୟତ ଜାନିଗୁଡା ଗ୍ରାମରେ ରହିଥିବା ପ୍ରାୟ ୩୦ରୁ ଉର୍ଦ୍ଧ୍ବ କୁମ୍ଭାର ପରିବାର ଏବେ ବେଶ ସଙ୍କଟରେ କାଳତିପାତ କରୁଛନ୍ତି। ନା ମାଟିପାତ୍ରର ବିକ୍ରି ହେଉଛି ନା ବଜାରରେ ମାଟି ପାତ୍ରର ବଢୁଛି ଚାହିଦା ।
#Koraput #Borigumma #Ranaspur #Earthenware #KumbharFamily #Odisha #ArgusNews