ଆଧୁନିକତାର ପ୍ରଭାବରେ ଧିରେ ଧିରେ ହଜି ଯିବାକୁ ବସିଛି ପାଲା ସଂସ୍କୃତି । ଟିଭି, ଇଂଟରନେଟର ପ୍ରଭାବରେ ପାଲା ସଂସ୍କୃତି ହଜି ଯିବାକୁ ବସିଥିବା ବେଳେ ଯାଜପୁର ଦଶରଥପୁର ବ୍ଲକ ଜାପଂରପୁରରେ ପାଲା ସଂସ୍କୃତିକୁ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
#Pala #BadiPala #folkdance #culture #modernity #JAjpur #ArgusNews