ଆଜି ବି ବଞ୍ଚିଛି ଅନ୍ଧବିଶ୍ବାସ। ଭିନ୍ନ ଜାତିରେ ପ୍ରେମ ବିବାହ ପରେ ପବିତ୍ର ହେବା ପାଇଁ ଚାଲିଛି ପୁଜାର୍ଚ୍ଚନା । ଗାଁ ଦାଣ୍ଡରେ କୁକୁଡା, ଛେଳି ବଳି ପକାଯାଇ ପୂଜାର୍ଚ୍ଚନା କରାଯାଉଛି । ଏହି ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ସିଲେଇପୋଖରୀରେ ।
#ArgusNews #Odisha #ArgusNewsTv #Mayurbhanj #Udala #superstition