ଅଖିଳ ଭାରତୀୟ ଯୋଗ ପ୍ରଶିକ୍ଷକ ଏବଂ କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ମିଳିତ ସହଯୋଗରେ ସାମୂହିକ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ତ ଅଳତି ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
#keonjhar #Anandpur #Yogacamp #event #saraswatisishumandir #ArgusNews