#ଆନ୍ଧ୍ର_ମୁଖ୍ୟମନ୍ତ୍ରୀଙ୍କୁ_ପତ୍ର_ଲେଖିଲେ_କେନ୍ଦ୍ରମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନ ।
ଅନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ପାଇଁ ୪ଟି ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ । ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ପାଇଁ ଅନୁରୋଧ କଲେ
Dharmendra Pradhan #AndhraOdisha #BorderDispute #lettertocm #dpletter #CentralMinister #Odisha #MadhuriMohanty #ArgusNews