#ଆନ୍ଧ୍ର_ଅଧିକାରୀ_ପଟାଙ୍ଗି_ବିଧାୟକ_ମୁହାଁମୁହଁ।
କୋଟିଆ ସୀମା ମଧ୍ୟରେ ପଶି ଓଡିଶା ବିରୋଧରେ ମିଟିଂ କରୁଥୁବା ବେଳେ ଫଗୁଣସେନେରି ଠାରେ ପଟାଙ୍ଗି ବିଧାୟକ ଓ ଆନ୍ଧ୍ର ଅଧିକାରୀ ମୁହାଁ ମୁହିଁ। ବିଧାୟକଙ୍କ ତାଗିଦ ପରେ ପାର୍ବତୀପୁର ପିଏ ଆଇଟିଡିଏ ଆନ୍ଧ୍ର ଫେରିଯାଇଛନ୍ତି ।
#Kotia #Controversy #Odisha #BorderDispute #ArgusNews #BorderIssue