ଆନ୍ଧ୍ର କ୍ୟାଡର ମାଓବାଦୀଙ୍କୁ ବିରୋଧ। ବିଭିନ୍ନ ଗ୍ରାମରେ ପୋଷ୍ଟର ଲଗାଇଲା ଓଡିଶା ଆଦିବାସୀ ଅଧିକାର ମଞ୍ଚ। ମାଲକାନଗିରି ଜିଲ୍ଲାର ନାକାମାମୁଡ଼ି, ପିପଲପଦର, ଡାଇକି-୩ , ନିଲାପରି ଗାଁରେ କିଛି ଏପରି ପୋଷ୍ଟର ଦେଖିବାକୁ ମିଳିଛି । ଆନ୍ଧ୍ର ମାଓବାଦୀ ମାନେ ଆଦିବାସୀଙ୍କ ଉନ୍ନତି ପାଇଁ ଲଢେଇ କରୁଛନ୍ତି ବୋଲି କହୁଥିଲା ବେଳେ ଜନସାଧାରଣଙ୍କ ସୁବିଧା ପାଇଁ ହେଉଥିବା ରାସ୍ତା କାମକୁ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛି ମଞ୍ଚ।
#Odisha #ArgusNews #Maobadi #Maoist #Malkangiri